କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା : ଜଙ୍ଗଲରୁ ମୃତଦେହ ଉଦ୍ଧାର, କାର୍ଯ୍ୟାନୁଷ୍ଠାନ ଦାବିରେ ଉତ୍ତେଜନା

ପୁଲିସର ବିଳମ୍ବ କାର୍ଯ୍ୟନୁଷ୍ଠାନ ପାଇଁ ମହୀଧରପୁର-ଅନୁଗୁଳ ମୁଖ୍ୟ ରାସ୍ତା ଅବରୋଧ ବଅଁରପାଳ: ଘରଠାରୁ ଅଳ୍ପ ଦୂରରେ ପ୍ରବାହିତ ଗାଁ ନାଳକୁ ଗାଧୋଇ ଯାଇଥିବା ଜଣେ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ହୋଇଛି। ଅଭିଯୁକ୍ତ ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ପରେ ହତ୍ୟା କରି ଥିବା କୁହାଯାଉଛି। ମୃତଦେହ ବୁଦାମୂଳରୁ ଉଦ୍ଧାର କରାଯାଇଛି। ସ୍ଥାନୀୟ ଅଂଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ମହୀଧରପୁର ଫାଣ୍ଡି ଅଞ୍ଚଳରେ ଆଜି … Continue reading କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା : ଜଙ୍ଗଲରୁ ମୃତଦେହ ଉଦ୍ଧାର, କାର୍ଯ୍ୟାନୁଷ୍ଠାନ ଦାବିରେ ଉତ୍ତେଜନା